ଜଙ୍ଗଲ ବିଭାଗ ସବୁବେଳେ ଜୀବଜନ୍ତୁଙ୍କ ପାଇଁ ଚେଷ୍ଟିତ ଅଛି। ବିଗତ ଦିନର ସବୁ କଥାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।
ଶିମିଳିପାଳ ରୁ ଆସିଲା ଖୁସି ଖବର। ମା ହେଲା ବାଘୁଣୀ ଜିନ୍ନତ। ଗତ ୨୮ ତାରିଖ ରେ ବାଘୁଣୀ ଜିନ୍ନତ ୪ ଟି ଛୁଆ ଜନ୍ମ କରିଥିବା ନେଇ କ୍ୟାମେରାରେ ଟ୍ରାକ କରାଯାଇଛି।
ମହାରାଷ୍ଟ୍ରର ତଡବ -ଅନ୍ଧାରି ଅଭୟରଣ୍ୟ ରୁ ନଭେମ୍ବର ୨୦୨୪ ଅଣାଯାଇ ଶିମିଳିପାଳ ରେ ଛଡା ଯାଇଥିଲା।

