୧୦୦ ଏମ୍‌ଏମ୍‌ଟି କାର୍ଗୋ ପରିବହନ ଲକ୍ଷ୍ୟ ଅତିକ୍ରମ କରିବାକୁ ପ୍ରସ୍ତୁତ ପାରାଦୀପ ବନ୍ଦର

ଡିସେମ୍ବର ୨୦୨୨ରେ ପାରାଦୀପ ବନ୍ଦରରୁ ରେକର୍ଡ ୧୨.୬ ଏମ୍‌ଏମ୍‌ଟି କାର୍ଗୋ ପରିବହନ ହୋଇଛି। ପିପିଏ ଅଧ୍ୟକ୍ଷ ପିଏଲ ହରନାଥ ଏହି ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଟିମ୍ ପିପିଏକୁ ଶୁଭେଚ୍ଛା ଜଣାଇଛନ୍ତି।

ସେହିପରି ନୂଆବର୍ଷ ୨୦୨୩ରେ ବନ୍ଦର ୧୦୦ ଏମ୍‌ଏମ୍‌ଟି କାର୍ଗୋ ପରିବହନ ଲକ୍ଷ୍ୟ ଅତିକ୍ରମ କରିବାକୁ ପ୍ରସ୍ତୁତ ହୋଇଛି। ଚଳିତ ଆର୍ଥିକ ବର୍ଷରେ ମଧ୍ୟ ବନ୍ଦର ୧୨୫ ଏମ୍‌ଏମ୍‌ଟିରୁ ଅଧିକ କାର୍ଗୋ ପରିବହନ ରେକର୍ଡ ହାସଲ ପାଇଁ ଲକ୍ଷ୍ୟ ରଖିଛି।

ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ପିପିଏ ୯୬.୮୧ ଏମ୍‌ଏମ୍‌ଟି କାର୍ଗୋ ପରିବହନ କରିଥିଲା।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!