ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟରେ ନିଆଁ

ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟରେ ନିଆଁ । ଆବୁଧାବୀରୁ କଲିକଟ ଆସୁଥିବା ବେଳେ ବିମାନ ଇଞ୍ଜିନରେ ନିଆଁ ଲାଗିଥିଲା ।

ଇଞ୍ଜିନରେ ନିଆଁ ଲାଗିବାରୁ ବିମାନକୁ ଜରୁରୀ ଅବତରଣ କରାଯାଇଛି ।

ଆବୁଧାବୀ ଏୟାରପୋର୍ଟରେ ବିମାନ ସୁରକ୍ଷିତ ଲ୍ୟାଣ୍ଡ କରିଥିବା ସୂଚନା ମିଳିଛି । ବିମାନରେ ଥିବା ୧୮୪ ପାସେଞ୍ଜର ଓ କ୍ରୁ ମେମ୍ବର ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!