ଅଧିକ ତଦନ୍ତ ପାଇଁ ପୁଣି ଗୋପାଳଙ୍କୁ ରିମାଣ୍ଡ ରେ ନେବ କ୍ରାଇମବ୍ରାଞ୍ଚ

ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଙ୍କ କ୍ରାଇମ ବ୍ରାଞ୍ଚ ପ୍ରଥମ ପର୍ଯ୍ୟାୟରେ ରିମଣ୍ଡ ଅବଧି ଶେଷ କରିଛି।

ସୂଚନା ଅନୁଯାୟୀ ଦ୍ୱିତୀୟ ପର୍ଯ୍ୟାୟ ରେ 5 ଦିନ ରିମାଣ୍ଡ ନେବା ପାଇଁ ଆବେଦନ କରିଛି jmc କୋର୍ଟ ରେ କ୍ରାଇମବ୍ରାଞ୍ଚ୍ ।

4 ଦିନ ରିମାଣ୍ଡ ଭିତରେ ବହୁ ଗୁରୁତ୍ଵ ପୂର୍ଣ୍ଣ ତଥ୍ୟ ପାଇଥିବା ସୂଚନା ମିଳିଛି। ଷ୍ଟେଟ ଫରେନ୍ସିକ ଲାବ କୁ ଆସିଲା ଗୋପାଳ ର ହାତଲେଖା ଚିଠି। ଯାହା ର କିଛି ଅଂଶ ପାଇଖାନା ଟାଙ୍କି ରୁ ପାଇଥିଲା କ୍ରାଇମବ୍ରାଞ୍ଚ ।

ମିଳୁଥିବା ଚିଠି ଗୋପାଳ ର କି ନୁହେଁ ସେ ନେଇ ହେଣ୍ଡରେଟିନଙ୍ଗ
ବିଉର ତଦନ୍ତ ଆରମ୍ଭ କରିଛି।

ନବ ଦାସ୍ ହତ୍ୟା କୁ 7 ଦିନ ବିତି ଯାଇଥିଲେ ବି ବର୍ତ୍ତମାନ ପର୍ଯ୍ୟନ୍ତ ଆସି ଗୋପାଳ ଦାସ କାହିଁକି ନବ ଦାସ ଙ୍କୁ ମାରିଲେ ତାହାର କରଣ କ୍ରାଇମବ୍ରା୍ଚ୍ ପାଖରେ ନାହିଁ ।

ଅଧିକ ତଦନ୍ତ ପାଇଁ ଦ୍ୱିତୀୟ ଥର ପାଇଁ ରୀମଣ୍ଡ ନେବା କ୍ରାଇମ ବ୍ରାଞ୍ଚ

Post Views13 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!