ଭିଜିଲାନ୍ସ ଜାଲରେ ପଡ଼ିଲେ ସମବାୟ ସମିତିର ସମ୍ପାଦକ

ଭଦ୍ରକ ଜିଲ୍ଲା ଚଣ୍ଡୀଗାଁ ସେବା ସମବାୟ ସମିତିର ସମ୍ପାଦକ ତପନ ନାୟକ ଧାନ କିଣିବାକୁ ଲାଞ୍ଚ ନେବାବେଳେ ଧରାପଡ଼ିଲେ । ମାତ୍ର ଏଥିପାଇଁ ୯ ହଜାର ୬ଶହ ଟଙ୍କା ଲାଞ୍ଚ ମାଗିଥିଲେ ତପନ ।

ସମ୍ପାଦକ ଜଣଙ୍କ ଟଙ୍କା ନେବାବେଳେ ଧରିଥିଲା ଭିଜିଲାନ୍ସ । ଲାଞ୍ଚ ଅର୍ଥ ଜବତ କରିବା ସହ ତପନଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।

ଚାଷୀଙ୍କଠୁ ଲାଞ୍ଚ ନେବାବେଳେ ତପନଙ୍କୁ ଧରିଛି ଭିଜିଲାନ୍ସ । ଚାଷୀ ଶ୍ରୀଧର ସାମଲ ୨୪୦ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ପାଇଥିଲେ ।

Post Views67 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!