BPUT ର ନୂଆ ଭିସି ହେଲେ ପ୍ରଫେସର ଅମୀୟ କୁମାର ରଥ
ପ୍ରଫେସର ଅମୀୟ କୁମାର ରଥ ବିଜୁ ପଟ୍ଟନାୟକ ଟେକ୍ନୋଲୋଜି ୟୁନିଭରସିଟି (BPUT)ର ନୂଆ ଭିସି ହୋଇଛନ୍ତି।
ପ୍ରଫେସର ଅମୀୟ କୁମାର ରଥଙ୍କ ନିଯୁକ୍ତକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ୫ ବର୍ଷ ପାଇଁ ତାଙ୍କୁ ନିଯୁକ୍ତ କରାଯାଇଛି। ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ୩୩ ବର୍ଷର ଅଭିଜ୍ଞତା ରହିଛି। ସେ ୯ଟି ବହି ଲେଖିଛନ୍ତି।
ପ୍ରଫେସର ଅମିୟ ରଥ ୧୨ ଜଣ ପିଏଚଡି ସ୍କଲାର ଏବଂ ୧୭ ଜଣ ପିଜି ସ୍କଲାରଙ୍କୁ ଗାଇଡ୍ କରିଛନ୍ତି।

