ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଭିଡିଓକୁ ନେଇ ବିବାଦ

ତିବ୍ଦତୀୟ ଧର୍ମଗୁରୁ ଦଲାଇ ଦଲାଇ ଲାମାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚଣ୍ଡିଗଡ଼ରେ ଏକ ବୌଦ୍ଧ କାର୍ୟ୍ୟକ୍ରମରେ ଏହି ଘଟଣା ଘଟିଥିଲା । ସେଠାରେ ଦଲାଇ ଲାମା ଏକ ନାବାଳକକୁ ଚୁମ୍ବନ ଦେଇଥିଲେ, ଯାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଦଲାଇ ଲାମା ପିଲାଟିର ଓଠକୁ ଚୁମ୍ବନ ଦେଉଛନ୍ତି ଏବଂ ନିଜ ଜିଭ ବାହାର କରି ତାହାକୁ ଚାଟିବାକୁ ପିଲାଟିକୁ କହୁଛନ୍ତି । ଏହି ଭିଡ଼ିଓ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୋସିଆଲ ମିଡିଆରେ ଜଣେ ୟୁଜର ଦୀପିକା ପୁଷ୍କର ନାଥ ଲେଖିଛନ୍ତି ଏହା ଅତ୍ୟନ୍ତ ଅଶୋଭନୀୟ ।

ଦଲାଇ ଲାମାଙ୍କ ଏପରି ଆଚରଣକୁ କେହି ଠିକ୍ ବୋଲି କହିବା ଉଚିତ୍ ନୁହେଁ। ଏହି ଭିଡିଓ ଉପରେ ଆପତ୍ତି ଉଠାଇ ଜସ ଓବରୟ ନାମକ ଅନ୍ୟ ଜଣେ ଟ୍ୱିଟର ୟୁଜର ଦଲାଇ ଲାମାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

Post Views32 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!