ରାଜ୍ୟ ମହିଳା କମିଶନରେ ୬ ନୂଆ ସଦସ୍ୟାଙ୍କୁ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ ମହିଳା କମିଶନରେ ୬ ନୂଆ ସଦସ୍ୟାଙ୍କୁ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ମହିଳା କମିଶନରେ ନୂଆ ସଦସ୍ୟାଙ୍କୁ ନିଯୁକ୍ତ କରିଛନ୍ତି।

୬ ଜଣଙ୍କୁ ମହିଳା କମିଶନ ସଦସ୍ୟା ଭାବେ ନିଯୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେମାନେ ହେଲେ ସ୍ୱର୍ଣ୍ଣଲତା ସାମଲ , ସୁଜାତା ଦିଗାଲ, ବିଜୟା ବରୱ।, ସ୍ୱାଗତିକା ମହାନ୍ତି,

ବବିତା ସ୍ୱାଇଁ ଓ ସରକାରୀ ସଦସ୍ୟା ଭାବେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ବିଥିକା ସ୍ବାଇଁଙ୍କୁ ନିଯୁକ୍ତି ଦିଆଯାଇଛି ।

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!