ପୋଲରୁ ଖସିଲା ଯାତ୍ରୀବାହୀ ବସ୍‌, 22ମୃତ

() ୫୦ ଫୁଟ ତଳକୁ ପୋଲରୁ ଖସିଲା ଯାତ୍ରୀବାହୀ ବସ୍‌ । ମଧ୍ୟପ୍ରଦେଶ ଖରଗୋନରେ ଘଟିଛି ଏଭଳି ମମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ 22ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି ।ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭତ୍ତି କରାଯାଇଛି । ଘଟଣାସ୍ଥଳରେ ଅନେକ ଲୋକ ଫସିରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ଅସାବଧାନତା ଯୋଗୁ ପୋଲରୁ ବସଟି୍ତଳକୁ ଖସିପଡ଼ିଥିବା ଜଣାପଡିଛି । ତେବେ ମୃତକଙ୍କ ପରିବାରକୁ ୪ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଛି ଓ ଗୁରୁତରଙ୍କୁ ୫୦ହଜାର ଲେଖାଏଁ ଏବଂ ଆହତଙ୍କୁ ୨୫ହଜାର ଲେଖାଏଁ ସହାୟତା ଘୋଷଣା କରାଯାଇଛି ।

Post Views32 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!