ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ୍

ଦୁଇଦିନିଆ ଗସ୍ତରେ ଗଜପତି ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି 5T ସଚିବ । ଆଜି ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଅନୁଧ୍ୟାନ କରି୨ କାର୍ଯ୍ୟକ୍ରମ ରହିଛି ।

ଗତ କାଲି ମୋହନାରେ ପହଞ୍ଚି ବିଜୁ ଏକ୍ସପ୍ରେସ ୱେର ଅନୁଧ୍ୟାନ ସହ ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରିଚନ୍ତି 5T ସଚିବ । ପରେ ଜିରାଙ୍ଗ ବୌଦ୍ଧ ଧର୍ମପୀଠରେ ସବୁ କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

ସେଠାରେ ମୋହନା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସଂଗଠନ, ଗୋଷ୍ଠୀ ଓ ନେତାଙ୍କ ସହ ଆଲୋଚନା କରିବା ସହ ସେମାନଙ୍କଠାରୁ ସ୍ମାରକପତ୍ର ଗ୍ରହଣ କରିଚନ୍ତି । ଚନ୍ଦ୍ରଗିରି ଆଇବିରେ ରାତ୍ରୀଯାପନ କରିଚନ୍ତି 5T ସଚିବ ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!