ASIର ମହାନିର୍ଦ୍ଦେଶକ ଭାବେ କିଶୋର ବାସାଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ ।
NMAର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା କିଶୋର କୁମାର ବାସାଙ୍କୁ ଏହି ଦାୟିତ୍ୱ ଦାୟିତ୍ୱ।
ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବାରିପଦା MSCB ବିଶ୍ୱବିଦ୍ୟାଳୟର କୁଳପତି ଥିଲେ କିଶୋର କୁମାର ବାସା ,ଉତ୍କଳ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଥିଲେ ଭୋପାଳ , GRMSର ନିର୍ଦ୍ଦେଶକ ଦାୟିତ୍ୱରେ ମଧ୍ୟ ଥିଲେ ।

