ସରିଲା ନିର୍ବନ୍ଧ, ବାଜିବ ସାହାନାଇ

ସରିଲା ନିର୍ବନ୍ଧ। ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ବଲିଉଡ଼ ଅଭିନେତ୍ରୀ ପରିନୀତି ଚୋପ୍ରା | ଆପ ନେତା ରାଘବ ଚଡାଙ୍କୁ ବିବାହ କରିବେ ପରିନୀତି | ଆଜି ଉଭୟଙ୍କ ନିବନ୍ଧ ସରିଛି | ଦିଲ୍ଲୀର କପୁରଥଲା ହାଉସରେ ହୋଇଥିଲା ନିର୍ବନ୍ଧ କାର୍ଯ୍ୟ।ବନ୍ଧୁ ଓ ପରିବାର ଲୋକଙ୍କୁ ମିଶାଇ ୧୫୦ ଜଣ ନିର୍ବନ୍ଧରେ ସାମିଲ  ହୋଇଥିଲେ। ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ହେବାରେ ଲାଗିଛି ଏହି ଚର୍ଚ୍ଚିତ ଯୋଡ଼ିଙ୍କ ଏନଗଜମେଣ୍ଟ ଫୋଟୋ।

Post Views64 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!