`ଡନ୍ ୩’କୁ କିଙ୍ଗଖାନଙ୍କ ନା

ପଠାନ୍ ପରେ ଶାହରୁଖ ‘ଡନ୍-୩’ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ଏହାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶାହରୁଖ୍ ‘ଡନ୍-୩’ କରିବେ ନାହିଁ ବୋଲି ମନା କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ଏହି ଫିଲ୍ମ କରିବାକୁ ଶାହରୁଖ ରାଜି ଥିଲେ ବି ବର୍ତ୍ତମାନ ସେ ଅଧିକ ଦର୍ଶକଙ୍କୁ ପସନ୍ଦ ଆସୁଥିବା ଫିଲ୍ମ କରିବାକୁ ଚାହୁନାହାନ୍ତି କହି ଡନ୍-୩ କରିବାକୁ ମନା କରିଛନ୍ତି। ପୂର୍ବରୁ ଡନ୍ ଏବଂ ଡନ୍୨ ରେ କାମ କରିଛନ୍ତି ଶାହରୁଖ ।

Post Views11 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!