ସବାଙ୍କ ପାଇଁ ହ୍ରିତିକ୍‌ କିଣିଲେ ୫୦ କୋଟିର ଘର !

ବଲିଉଡର ହ୍ୟାଣ୍ଡସମ ହଙ୍କ ହ୍ରିତିକ୍ ରୋଶନ ଅଭିିନେତ୍ରୀ ସବା ଆଜାଦଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଆଜିକାଲି ଖୁବ୍ ଚର୍ଚ୍ଚା ହେଉଛି । ଉଭୟ ଅଧିକାଂଶ କାର୍ଯ୍ୟକ୍ରମରେ ଏକାଠି ନଜର ଆସୁଛନ୍ତି । ଏବେ ହ୍ରିତିକ୍ ମୁମ୍ବାଇରେ ଏକ ନୂଆ ଘର କିଣିଛନ୍ତି । ତାହାପୁଣି ତାଙ୍କ ଗାର୍ଲଫ୍ରେଣ୍ଡ ସବାଙ୍କ ପାଇଁ । ଏହାକୁ ନେଇ ବଲିଉଡ଼ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ହେଉଛି । ହ୍ରିିତିକ୍ ନିଜ ସ୍ତ୍ରୀଙ୍କଠାରୁ ଅଲଗା ହେବା ପରେ ସବାଙ୍କ ପ୍ରେମରେ ପଡ଼ିଛନ୍ତି । ହ୍ରିତିକ ସବାଙ୍କ ସହ ରହିବା ପାଇଁ ମୁମ୍ବାଇରେ ୫୦ କୋଟି ଟଙ୍କାର ଏକ ଘର କିଣିଛନ୍ତି । ଉଭୟ ଏହି ଘରେ ଏକାଠି ରହିବେ । ଆଗକୁ ହିତ୍ରିକ ସବାଙ୍କୁ ବିବାହ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି । ଦୁହେଁ ନିଜ ସମ୍ପର୍କ ବିଷୟରେ କେବେ ସ୍ପଷ୍ଟ କରିନାହାଁନ୍ତି

Post Views46 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!