ବଲିଉଡର ଦିଗଜ୍ଜ ଅଭିନେତା ଦେବାନନ୍ଦଙ୍କର ଆଜି ୧୦୦ ତମ ଜନ୍ମ ଜୟନ୍ତୀ । ଆକ୍ଟିଂଠୁ ଆରମ୍ଭ କରି ଫ୍ୟାଶନ ସେନ୍ସକୁ ନେଇ ଦେବାନନ୍ଦଙ୍କର ଚର୍ଚ୍ଚା ହୁଏ । ୧୯୫୦ ଓ ୬୦ ଦଶକରେ ଦେବାନନ୍ଦଙ୍କ ଲୋକପ୍ରିୟ ବଢିଥିଲା । ଆଜି ଦେବା ଆନନ୍ଦଙ୍କ ଫିଲ୍ମ ଦର୍ଶକଙ୍କ ମନରେ ଘର କରି ରହିଛି । 1948ରେ ଦେବାନନ୍ଦଙ୍କ ପ୍ରଥମ ଫିଲ୍ମ ଜିଦ୍ଦି ହିଟ୍ କରିଥିଲା ।

