ମାଡିଆସୁଛି ଆଉ ଏକ ମହାମାରୀ । ସଜାଗ ରହିବାକୁ WHOର ଚେତାବନୀ । କରୋନାଠାରୁ ବି ଭୟଙ୍କର ବିପତ୍ତିର ସାମ୍ନା କରିବ ବିଶ୍ବ । ଭୟାବହ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ବିଶ୍ବବାସୀଙ୍କୁ ସତର୍କ କରାଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରମୁଖ ଟେଡରସ ଘେବ୍ରେୟେସସ୍ । ଜେନିଭାରେ ଆୟୋଜିତ ୭୬ତମ ଓ୍ବାର୍ଲଡ ହେଲଥ ଆସେମଲିରେ ଏ ନେଇ WHO ପକ୍ଷରୁ ଏକ ରିପୋର୍ଟ ଦାଖଲ କରାଯାଇଛି । କରୋନାକୁ ଗ୍ଲୋବାଲ ଏମର୍ଜେନ୍ସିରୁ ହଟାଇ ଦିଆଯାଇଥିଲେ ବି ଆଗାମି ଦିନ ପାଇଁ ଆମକୁ ସତର୍କ ରହିବାକୁ ହେବ । ଆଗାମୀ ଦିନରେ ଭୟଙ୍କର ମହାମାରୀ ବିଶ୍ବକୁ କବଳିତ କରିବା ଆଶଙ୍କା ରହିଛି ।
Related Posts
ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ MCC ଉଲ୍ଲଂଘନ ଅଭଯୋଗରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲେ ୭୦୦ ନାଗରିକ
ଗତ ଏପ୍ରିଲ ୧୮ ତାରିଖରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । କଣ ଏହି ଅଭିଭାଷଣ ଆଦର୍ଶ ଆଚରଣ…
ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ସ୍ୱପନ କୁମାର ନନ୍ଦୀଙ୍କୁ କେରଳମ୍ରୁ ଗିରଫ
ଟିଏମସି ନେତାଙ୍କ ଅବସ୍ଥା ଜାହାଙ୍ଗୀର ଖାନଙ୍କ ପରି ହେବାରେ ଲାଗିଛି। ଯେଉଁମାନେ ଥରେ ମମତାଙ୍କ ଶାସନ ସମୟରେ ଦୁର୍ନୀତିରେ ବୁଡ଼ି…
୧୨ ତାରିଖରେ ଭାରତ ବନ୍ଦ୍ ଡାକରା
୧୨ ତାରିଖରେ ସର୍ବଭାରତୀୟ ଧର୍ମଘଟ ଡାକରା ଦେଇଛନ୍ତି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ। ଏହି ଧର୍ମଘଟକୁ ସମର୍ଥନ ଘୋଷଣା…

