ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ଇନ୍ଦିରା କ୍ୟାଣ୍ଟିନ

ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ଇନ୍ଦିରା କ୍ୟାଣ୍ଟିନ । ଏହି କ୍ୟାଣ୍ଟିନରେ ଲୋକମାନେ କମ ଦରରେ ଖାଦ୍ୟ ପାଇପାରିବେ । ୫ ଟଙ୍କାରେ ଜଳଖିଆ ଏବଂ ୧୦ ଟଙ୍କାରେ ପେଟ ପୂରା ଖାଇବା ପାଇପାରିବେ । ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି, ପୁଣିଥରେ ସେ ଇନ୍ଦିରା କ୍ୟାଣ୍ଟିନର ଶୁଭାରମ୍ଭ କରିବେ ।

ଗୋଟିଏ ମାସ ଭିତରେ ଏହାକୁ ଆରମ୍ଭ କରାଯିବ । କର୍ଣ୍ଣାଟକରେ ବଡ ବିଜୟ ପରେ କଂଗ୍ରେସ ସରକାର ଏହି ସେବା ଆରମ୍ଭ କରିବାକୁ ଯାଉଛି । ପୂର୍ବ ସରକାର ସମୟରେ କଂଗ୍ରେସ ଏହି କ୍ୟାଣ୍ଟିନର ଆରମ୍ଭ କରିଥିଲା । ବିଜେପି ସରକାରରେ ଆସିବା ପରେ କ୍ୟାଣ୍ଟିନକୁ ବନ୍ଦ କରିଦିଆଯାଇଥିଲା ।

ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ଇନ୍ଦିରା କ୍ୟାଣ୍ଟିନଦେଶର ସବୁ ଜିନିଷର ଦରଦାମ ବୃଦ୍ଧି ହେଉଛି । ଖାଦ୍ୟ ପାନୀୟର ଦାମ ବଢିବାରେ ଲାଗିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେତେବେଳେ କର୍ଣ୍ଣାଟକ ଗସ୍ତରେ ଯାଇଥିଲେ ସେତେବେଳେ ସେ ଖାଦ୍ୟ ପ୍ରଦାନକାରୀଙ୍କ ସହ ଆଲୋଚନା କରିଥିଲେ ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!