କରଞ୍ଜିଆ ତହସିଲଦାର ଚାଲର୍ସ ନାୟକ ଙ୍କ ଭଦ୍ରକ ସାବନ ବଜାର ସ୍ଥିତି ବାସ ଭବନରେ ଭିଜିଲାନ୍ସ ରେଡ ।
କଟକ ଭିଜିଲାନ୍ସ ଡିଏସପି ପ୍ରଣୀତା ରାୟ ଏବଂ ପ୍ରସନ୍ନ ଦିବେଦୀ ଙ୍କ ନେତୃତ୍ୱ ରେ 9 ଜଣିଆ ଟିମ ଦ୍ୱାରା ଚାଲିଛି ରେଡ।
ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚାଲିଛି ରେଡ।ତହସିଲଦାରଙ୍କ ସ୍ଥାବର ଅସ୍ତାବର ସମ୍ପତି ସହିତ ବ୍ୟାଙ୍କ ଆକାଉଣ୍ଟ,ଜମିବାଡ଼ି କାଗଜପତ୍ର ଓ ଅନ୍ୟାନ କାଗଜ ପତ୍ର ଉପରେ ଚାଲିଛି ଯାଞ୍।

