ଓଡିଆ ପୁଅଙ୍କୁ ବଡ ଦାୟିତ୍ୱ

ଓଡିଆ ପୁଅଙ୍କୁ ବଡ ଦାୟିତ୍ୱ । ଆଇଏମଡିର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ମିଳିଛି ବଡ ଦାୟିତ୍ୱ । ବିଶ୍ୱ ପାଣିପାଗ ସଙ୍ଗଠନର ଉପାଧ୍ୟକ୍ଷ ଭାବେ ସେ ନିର୍ବାଚିତ ହୋଇଛନ୍ତି । ଏନେଇ ବିଶ୍ୱ ପାଣିପାଗ ସଙ୍ଗଠନ ତରଫରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।

ତେବେ ବର୍ତ୍ତମାନ ଆଇଏମଡିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ଓଡିଆ ପୁଅ ମୃତ୍ୟୁଞ୍ଜୟ ମହାପାତ୍ର ।

ଅନେକ ସମୟରେ ବାତ୍ୟାକୁ ନେଇ ତାଙ୍କର ଆକଳନ ସଠିକ୍ ସାବ୍ୟସ୍ତ ହୋଇଥାଏ । ତାଙ୍କର ଆକଳନ ଯୋଗୁଁ ହିଁ ଓଡିଶା ଅନେକ ବାତ୍ୟାକୁ ସଠିକ୍ ଭାବେ ମୁକାବିଲା କରିପାରିଛି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!