ଭାରତରେ ବଢୁଛି ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା

ଭାରତରେ ବଢୁଛି ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା। ଦେଶରେ ୧୦୦ ମିଲିୟନରୁ ଅଧିକ ଲୋକଙ୍କ ସମସ୍ୟା ଡାଇବେଟିକ୍ସ । ଏଭଳି ତଥ୍ୟ ପ୍ରକାଶ କରିଛି ଆଇସିଏମଆରର । ଏଥିସହ ଦେଶରେ ଡାଇବେଟିକ୍ସର ପୂର୍ବସ୍ଥିତିରେ ୧୫ ପ୍ରତିଶତ ଲୋକ ଅଛନ୍ତି । ଗୋଆ, ପୁଡୁଚେରୀ, କେରଳରେ ଜାତୀୟ ହାରଠୁ ଅଧିକ ଡାଇବେଟିକ୍ସ ରୋଗୀଙ୍କ ସଂଖ୍ୟା ରହିଛି । ଏହି ସଂଖ୍ୟା ଗତ ୪ ବର୍ଷରେ ୪୪%ବଢିଛି । ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଅରୁଣାଚଳ ପ୍ରଦେଶରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଯଦିଓ କମ ରହିଛି ତେବେ ଆଗକୁ କିଛି ବର୍ଷ ଭିତରେ ରୋଗୀଙ୍କ ସଂଖ୍ୟା ବଢିବ। ଲୋକଙ୍କ ଜୀବନଶୈଳିରେ ପରିବର୍ତ୍ତନ ଆସୁଥିବାରୁ ଛୋଟ ଛୋଟ ପିଲା ମାନଙ୍କ ମଧ୍ୟରେ ମଧୁମେହ ଦେଖିବାକୁ ମିଳିଛି ।

 

Post Views44 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!