୨୨ ବର୍ଷ ପରେ ପୁଣିଥରେ ଫେରୁଛି ଏହି ଫିଲ୍ମ…

GADAR FLIM-
୨୨ ବର୍ଷ ପରେ ପୁଣିଥରେରିଲିଜ ହେଉଛି ସୁପରହିଟ ବଲିଉଡ ଫିଲ୍ମ ଗଦ୍ଦର ଏକ ପ୍ରେମକଥା । ୨୦୦୧ ମସିହାର ବ୍ଲକବଷ୍ଟର ସିନେମା ଗଦ୍ଦର ଏକ ପ୍ରେମକଥା । ଅନିଲ ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ମୁଭି ୨ ଦଶନ୍ଧି ତଳେ ଚହଳ ପକାଇଥିଲା। ଗଦ୍ଦର ୨ର ସିକ୍ବେଲ ଆସନ୍ତା ଅଗଷ୍ଟ ୧୧ତାରିଖରେ ରିଲିଜ ହେବାକୁ ଯାଉଛି । ସନିଦେଓଲଙ୍କ ବ୍ଲକବୁଷ୍ଟର ସିନେମାକୁ ପୁଣିଥରେ ସିନେମା ହଲରେ ଦେଖିବାକୁ ସମସ୍ତଙ୍କ ମଦ୍ୟରେ ଉତ୍କଣ୍ଠା ଭରିରହିଛି ।

Post Views39 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!