ଗଦ୍ଦର-2ର ରେକର୍ଡ ତୋଡ୍ ପର୍ଫମାନ୍ସ । ବକ୍ସ ଅଫିସରେ ହିଟ୍ କରୁଛି ସନ୍ନି ଦେଓଲ-ଅମିଶା ପଟେଲ ଷ୍ଟାରର ଗଦ୍ଦର-୨ । ପାର୍ଟ -୧ ଭଳି ପାର୍ଟ ୨ ପାଇଁ ବକ୍ସ ଅଫିସରରେ ପ୍ରଶଂସକଙ୍କ କ୍ରେଜ ଦେଖିବାକୁ ମିଳୁଛି । ପ୍ରାୟ ୮ ଦିନରେ ୩୦୦୦ କୋଟି ପାର୍ କଲାଣି ଗଦର-୨ । କଲେକ୍ସନରେ ଓସ୍କାର ବିଜୟୀ ଫିଲ୍ମ RRR ଠାରୁ ଅଧିକ କଲେକ୍ସନ କରିଛି ଅନୀଲ ଶର୍ମାଙ୍କ ନିର୍ଦ୍ଦେଶିକ ଗଦ୍ଦର-୨ । ତାରା ସିଂ ଚରିତ୍ରର ସନି ଦେଓଲ ଓ ସକିନା ଚରିତ୍ରରେ ଅମିଶା ପଟେଲଙ୍କ ଅଭିନୟକୁ ପ୍ରଶଂସକ ବେଶ ପସନ୍ଦ କରୁଛନ୍ତି ।

