`ଡ୍ରିମ ଗର୍ଲ ୨’ର ଟିଜର ରିଲିଜ

ରିଲିଜ ହେଲା ଆୟୁଷ୍ମାନ ଖୁରାନାଙ୍କ ଆଗାମୀ ଫିଲ୍ମ ‘ଡ୍ରିମ ଗର୍ଲ ୨’ର ଟିଜର।ଏଥର ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଫିଲ୍ମରେ ଆୟୁଷ୍ମାନଙ୍କ ଅପୋଜିଟ ରୋଲରେ ନଜର ଆସିବେ। ଟିଜରରେ ଫିଲ୍ମର ପ୍ରଥମ ଝଲକ ଦେଖିବାକୁ ମିଳିଛି। ଏହା ସହିତ ପୂଜା ଅବତାରରେ ଆୟୁଷ୍ମାନ ଖୁରାନାଙ୍କର ଫାଷ୍ଟ ଲୁକ ବି ରିଲିଜ ହୋଇଯାଇଛି। ଏଥର ପ୍ରଶଂସକମାନେ ପୂଜାଙ୍କୁ ଡବଲ ହଟ ଏବଂ ଗ୍ଲାମରସ ଲୁକରେ ଦେଖିବାକୁ ପାଇବେ। ଏବେ କେବଳ ଅପେକ୍ଷା ଫ୍ଲିମର ରିଲିଜ ଡେଟକୁ.

Post Views19 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!