ବଲିଉଡର ଭେଟେରାନ ଚଳଚ୍ଚିତ୍ର ନିର୍ମାତା ରାଜକୁମାର କୋହଲିଙ୍କର ପରଲୋକ । ୯୫ ବର୍ଷ ବୟସରେ ହୋଇଛି ପରଲୋକ । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ବାଥ୍ରୁମରେ ହାର୍ଟ ଆଟାକ ଆସିବାରୁ ତାଙ୍କର ମୃତ୍ୟୁ ହୋଇଛି । ସେ ତାଙ୍କ କ୍ୟାରିୟରରେ ଅନେକ ଫିଲ୍ମରେ କାମ କରିଛନ୍ତି । ଯେମିତି କି ନାଗିନ , ଜାନି ଦୁଶମନ୍, ରାଜ ତିଲକ ଭଳି ଅନେକ ଫିଲ୍ମ । ଫିଲ୍ମ ପ୍ରେମ ରଚନ ଧନପାୟୋରେ ଶେଷ ଥର ପାଇଁ ରାଜକୁମାରଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ ।

