ଆଉ ଲାଗିବ କେତେ ଦିନ

ଏବେ ବି ଚାଲିଛି ଜୀବନ ପାଇଁ ସଂଘର୍ଷ । ଉତ୍ତରକାଶୀ ସିଲକ୍ୟାରା ସୁଡଙ୍ଗରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର ହୋଇପାରିନି । ବର୍ତ୍ତମାନ ଡ୍ରିଲିଂକୁ ବନ୍ଦ ରଖାଯାଇଛି ।ଶ୍ରମିକଙ୍କୁ ଉଦ୍ଧାର ଲାଗି ବିକଳ୍ପ ବ୍ୟବସ୍ଥା ଉପରେ ଆଲୋଚନା କରାଯାଉଛି । ଅଗର ମେସିନ ବଦଳରେ ମାନୁଆଲ ଡ୍ରିଲିଂ ଲାଗି ନିଷ୍ପତ୍ତି ନିଆଯାଇଛି । ମେସିନ ବଦଳରେ ଶ୍ରମିକ ଏହି ଖନନ କାର୍ଯ୍ୟ କରିବେ । ସେପଟେ ଉପରୁ ଭର୍ଟିକାଲ ଡ୍ରିଲିଂ ପାଇଁ ମଧ୍ୟ କାମ ଆରମ୍ଭ ହୋଇଗଲାଣି । ଉପରକୁ ସମସ୍ତ ମେସିନ ନିଆଯାଉଛି । ଉପରୁ ମଧ୍ୟ ଭର୍ଟିକାଲ ଡ୍ରିଲିଂ କରି ଶ୍ରମିକଙ୍କୁ ଉଦ୍ଧାର ଲାଗି ପ୍ରୟାସ ଚାଲିଛି।

 

Post Views108 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!