ଦୀର୍ଘ 8ବର୍ଷ ପରେ ଏକାଠି ନଜର ଆସିବେ କଙ୍ଗନା ରଣାଓ୍ବତ ଓ ଆର ମଧବନ୍ ।ଉଭୟଙ୍କୁ ଦର୍ଶକ ତାମିଲ ଫିଲ୍ମରେ ଦେଖିବାକୁ ପାଇବେ । ଏ ଖବର ଚର୍ଚ୍ଚାରେ ଥିବାବେଳେ ଫ୍ୟାନ୍ସ ଏହାକୁ ନେଇ ଉତ୍ସାହିତ ଅଛନ୍ତି । ତେବେ ଏହାର ଅଫିସିଆଲ କନଫରମେସନ ଆସିନାହିଁ । ପୂର୍ବରୁ ବଲିଉଡ ଫିଲ୍ମ ତନୁ ଓ୍ବେର୍ଡ ମନୁରେ ଦର୍ଶକଙ୍କ ମନ ଜିଣିଥିଲେ ଏହି ଯୋଡି ।

