ପ୍ରୋଜେକ୍ଟ Kରେ କମଲ ହାସନ ନଜର ଆସିବେ!

ଆସୁଛି ଭେଟେରାନ୍ ଆକ୍ଟର କମଳ ହାସନଙ୍କ ଅପକମିଂ ଫିଲ୍ମ ପ୍ରୋଜେକ୍ଟ କେ । ଫିଲ୍ମରେ ତାଙ୍କୁ ଖଳନାୟକ ଭୂମିକାରେ ଅଭିନୟ କରିବା ପାଇଁ ଅଫର୍ ମିଳିଛି | ପ୍ରଭାସଙ୍କ ଅଭିନୀତ ଏହି ଫିଲ୍ମରେ ଦୀପିକା ପାଦ୍ୟୁକୋନ୍ ଓ ଅମିତାଲ ବକନ ଲିଡ୍ ରୋଲରେ ନଜର ଆସିବେ । ତେବେ କମଳ ହାସନଙ୍କୁ ଫିଲ୍ମରେ ଖଳନାୟକ ଭାବେ ଅଭିନୟ କରିବା ପାଇଁ ସେ ୧୫୦ କୋଟି ଅଫର ଦେଇଥିବା ଏବେ ଚର୍ଚ୍ଚା ହେଉଛି | ତେବେ ଏହାକୁ ଅଶ୍ବିନୀ ଗୁଳବ ବୋଲି କହିବା ସହ କମଲ ହାସନ ଏଯାବତ୍ ପ୍ରୋଜେକ୍ଟକୁ ନେଇ କିଛି କହି ନ ଥିବା ପ୍ରକାଶ କରିଛନ୍ତି।ପ୍ରୋଜେକ୍ଟ କେ’ ଏକ ସାଇନ୍ସ ଫିକ୍ସନ ଫିଲ୍ମ ହେବ । ଏହାର ୭୦% ସୁଟିଂ ସରିଛି । ବିଗତ ୫ ମାସ ହେଲା ଏହାର ଗ୍ରାଫିକ୍ସ ଉପରେ କାମ ଚାଲିଛି।

Post Views75 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!