ପ୍ରଥମ ଥର ଏକାଠି ନଜର ଆସିବେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଓ ଜୁନିଅର ଏନଟିଆର୍ । ଅପକମିଂ ପ୍ରୋ଼ଜେକ୍ଟରେ ଉଭୟ କାମ କରିବାକୁ ଯାଉଛନ୍ତି । ଫିଲ୍ମର ଟାଇଟେଲ ଘୋଷଣା ହୋଇନଥିବା ବେଳେ ଏହି ସିନେମାର କାହାଣୀ ଜାରତ-ପାକିସ୍ତାନ ଯୁଦ୍ଧ ଉପରେ ଆଧାରିତ । ତେବେ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଏ ନେଇ କିଛି କୁହାଯାଇ ନାହିଁ ।

