ଏକାଠି ହେବେ ଅକ୍ଷୟ ଓ ଟାଇଗର

ରିଲିଜ ହେଲା ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙକ ଅପକମିଂ ଫିଲ୍ମ ବଡେ ମିଆଁ ଛୋଟେ ମିଆଁର ଟ୍ରେଲର । ପୁଣି ଥରେ ଦମ୍ଦାର ଆକ୍ସନ ସହ ପରଦାକୁ ଫେରୁଛନ୍ତି ଖିଲାଡି ଷ୍ଟାର୍ଅକ୍ଷୟ କୁମାର, ଟାଇଗର ଶ୍ରଫ। ପ୍ରଥମ ଥର ପାଇଁ ଅକ୍ଷୟ କୁମାର ଟାଇଗର ଶ୍ରଫଙ୍କୁ ଏକାଠି ଦେଖିବାକୁ ମିଳିବ। ବହୁ ପ୍ରତିକ୍ଷିତ ଫିଲ୍ମବଡେ ମିଆଁ ଛୋଟେ ମିଆଁରେ ଦୁହେଁ ଆକ୍ସନ ସାଙ୍ଗକୁ ଦର୍ଶକଙ୍କୁ କମେଡିର ଖୋରାକ ମଧ୍ୟ ଯୋଗାଇବେ

ଏହି ଫିଲ୍ମକୁ ନେଇ ଦର୍ଶକମାନେ ବେଶ୍ଉତ୍ସାହିତ ଥିବା ବେଳେ ମେକର୍ସ ଏବେ ଏହାର ଟିଜର ରିଲିଜ କରିଛନ୍ତି ମିନିଟ୍୩୮ ସେକେଣ୍ଡର ଏହି ଟିଜର୍ରେ ଭରପୂର ଆକ୍ସନ ରହିଛି ଦମ୍ଦାର ଡାଏଲଗ୍ସାଙ୍ଗକୁ ଅୟକ୍ଷ ଟାଇଗରଙ୍କ ଆକ୍ସନ ଷଣ୍ଟ ଦେଖି ଫ୍ୟାନ୍ମାନେ ଏକ୍ସାଇଟେଡ୍ହୋଇପଡିଛନ୍ତି ରିଲିଜର କିଛି ଘଣ୍ଟା ମଧ୍ୟରେ ହିଁ ଏହି ଟିଜରଟିକୁ ୧୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି

ଅଲ୍ଲି ଅବାସ ଜାଫରଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ୍ରୋଲ୍ରେ ଅକ୍ଷୟ କୁମାର ଟାଇଗର ଶ୍ରଫ ଥିବା ବେଳେ ତାଙ୍କ ଅପୋଜିଟ୍ରେ ଅଛନ୍ତି ସୋନାକ୍ଷୀ ସିହ୍ନା, ମାନୁଷି ଛିଲର୍ ଅଲାୟା ଏଫ୍ କେବଳ ସେତିକି ନୁହେଁ ଖଳନାୟକ ଭୂମିକାରେ ଅଛନ୍ତି ସାଉଥର ସୁପରଷ୍ଟାର ପୃଥ୍ୱୀରାଜ ସୁକୁମାରନ୍। ଜ୍ୟାକି ଭଗନାନିଙ୍କ ପ୍ରଯୋଜନାରେ ତିଆରି ଏହି ଫିଲ୍ମ ଇଦ୍ଅବସରରେ ତଥା ଏପ୍ରିଲ ୨୪ ତାରିଖରେ ପରଦାକୁ ଆସିବ। ଏଥିର ଅକ୍ଷୟ କୁମାର ଟାଇଗର ଶ୍ରଫଙ୍କ ସହ ଦର୍ଶକମାନେ ଇଦ୍ ପାଳିବେ

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!