ସମୟ ସହ ତାଳ ଦେଇ ଟେକ୍ନୋଲୋଜି ବଦଳୁଛି ଟେକ୍ନୋଲୋଜି କ୍ଷେତ୍ରର ଅଗ୍ରଣୀ କମ୍ପାନୀ ଆଇଫୋନ ନିର୍ମାତା ଆପଲ୍ ଏମିତି ଏକ ଆଶ୍ଚର୍ଯ୍ୟଜନକ ଉତ୍ପାଦ ବଜାରକୁ ଛାଡିଛି ଯାହାକୁ ହେତସେଟ୍ ଭାବେ କେହି ବି ଲଗାଇଦେଲେ ଭର୍ଚୁଆଲ ମୋବାଇଲ୍ ଓ ଟେଲିଭିଜନକୁ ଫିଜିକାଲ ୱାର୍ଲଡ ଅପରେଟ କରିପାରିବେ । ଅର୍ଥାତ କାନ୍ଥରେ ଟିଭି ନ ଥିଲେ ମଧ୍ୟ ଆପଣ ଟିଭି ଦେଖିପାରିବେ । ତେବେ ଏହାର ନାଁ ହେଉଛି ଆପଲ ଭିଜନ୍ ପ୍ରୋ ହେଡସେଟ୍। । ଆଗାମୀ ବର୍ଷ ଆମେରିକାରେ ଏହାର ବିକ୍ରି ଆରମ୍ଭ ହେବ।ଏହା ଏକ ଅନନ୍ୟ ଓ ଚମତ୍କାର ଉତ୍ପାଦ ।

