ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଉପଜିଲ୍ଲାପାଳ ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ସରକାରୀ ବାସଭବନ ସହିତ ୯ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍ । ଭୁବନେଶ୍ବର କାନନ ବିହାର HIG-115ରେ ରହିଛି ଦୁଇମହଲା କୋଠା । ଭୁବନେଶ୍ବର ଘରୁ ୬ ପେଟି ଟଙ୍କା ଜବତ ହୋଇଛି । ବହୁପରିମାଣର ୫୦୦ ଟଙ୍କିଆ ବିଡ଼ା, ରୁପା, ସୁନା ଅଳଙ୍କାର ଜବତ ହୋଇଛି ।
Related Posts
ଲୁହା କଡ଼େଇରେ ରୋଷେଇ ଘଟଣା, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ମୁଖ୍ୟ ପ୍ରଶାସକ
ଶ୍ରୀମନ୍ଦିରରେ ଲୁହା କଡ଼େଇରେ ରୋଷେଇ ହେବା ପ୍ରସଙ୍ଗ । କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ନିର୍ଦ୍ଦେଶ’…
ବୃତ୍ତି ଟିକସ ଉଚ୍ଛେଦ ପ୍ରସଙ୍ଗ, ଶିଳ୍ପ ସଂଘ ଓସ୍ମି ପକ୍ଷରୁ ସ୍ବାଗତ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ରେ ବୃତ୍ତି ଟିକସକୁ ଉଚ୍ଛେଦ କରିଛନ୍ତି। ସେହି ନିଷ୍ପତ୍ତିିକୁ ଶିଳ୍ପ…
ପଦାକୁ ଆସୁଛି ଭରତପୁର ଥାନାର ନିର୍ଯାତନା କାହାଣୀ
ଭୁବନେଶ୍ୱର AIIMSରୁ ମେଜର ଗୁରୁବଂଶଙ୍କ ବାନ୍ଧବୀଙ୍କ ସାଂଘାତିକ ଅଭିଯୋଗ । କାନ୍ଦି କାନ୍ଦି ବଖାଣିଲେ ପୋଲିସ ବର୍ବରତାର କାହାଣୀ ।…

