ଆଜିଠୁ ଝଲସିବ ବିନ୍ଦୁସାଗର

ବିନ୍ଦୁସାଗର ପୁଷ୍କରିଣୀରେ ବିଭିନ୍ନ ରଙ୍ଗର ଆଲୋକ ଲଗାଯାଇଛି । ପୁଷ୍କରିଣୀ ଭିତରେ ଓ ପାଖରେ ଥିବା ସମସ୍ତ ମନ୍ଦିରକୁ ଆଲୋକମାଳାରେ ସଜ୍ଜା ଯାଇଛି । ଏହାକୁ ଆହୁରି ଆଧୁନିକ ଢଙ୍ଗରେ ଆଲୋକିତ କରାଯିବ । ଆଜିଠୁ ୨୮ ଯାଏ ବିନ୍ଦୁସାଗର ଓ ଆଖପାଖ ମନ୍ଦିରରେ ଦେଖିବାକୁ ମିଳିବ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥା । ହୋମଯଜ୍ଞ, ବେଦପାଠ, ମନ୍ତ୍ରଧ୍ବନୀ ଓ ସଙ୍କୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହେବ ଏକାମ୍ରକ୍ଷେତ୍ର । ୨୮ରେ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପରେ ପୂର୍ଣ୍ଣାହୁତିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସରେ ବି ପ୍ରଦର୍ଶନୀ ଲାଗିବା ସହ ପ୍ରୋଜେକସନ୍ ମ୍ୟାପିଂ କରାଯିବ ।

 

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!