ଭିଜିଲାନ୍ସ ଜାଲରେ ସହିଦନଗର ଏଏସଆଇ

ଭିଜିଲାନ୍ସ ଜାଲରେ ସହିଦନଗର ଏଏସଆଇ । ଲାଞ୍ଚ ନେବା ବେଳେ ଏଏସଆଇ ମମତା ବସ୍ତିଆଙ୍କୁ ଧରିଛି ଭିଜିଲାନ୍ସ ।

ମାମଲାର ରଫାଦଫା କରିବା ପାଇଁ ଜଣେ ଏତଲାକାରୀଙ୍କୁ ମମତା ବସ୍ତିଆ ଲାଞ୍ଚ ମାଗିଥିଲେ । ତାଙ୍କ ଠାରୁ ୧୫ ହଜାର ଟଙ୍କ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଏଏସଆଇଙ୍କୁ ଧରିଛି ।

ମମତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛି ଜିଭିଲାନ୍ସ । ସେହିପରି ମମତାଙ୍କ ଦୁଇଟି ଠିକଣାରେ ମଧ୍ୟ ଚଢ଼ାଉ ହୋଇଛି ।

Post Views44 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!