ହଲିଉଡରେ ଜଲଓ୍ବା ଦେଖାଇବେ ବଲିଉଡ୍ ଆକଟ୍ରେସ ଆଲିଆ ଭଟ୍ଟ । ସ୍ପାଏ ଏଜେଣ୍ଡ ଭୁମିକାରେ ନଜର ଆସିବେ ଆଲିଆ । ରିଭିଲ ହୋଇଛି ଆଲିଆଙ୍କ ଫାଷ୍ଟ ହଲିଉଡ ଫିଲ୍ମ ହାର୍ଟ ଅଫ୍ ଷ୍ଟୋନର ଫାଷ୍ଟ ଲୁକ୍ । ପ୍ରଥମ ଥର ଆଲିଆଙ୍କୁ ନେଗେଟିଭ୍ କ୍ୟାରେକ୍ଟର ଦର୍ଶକ ଦେଖିବାକୁ ପାଇବେ । ଫିଲ୍ମକୁ ଡିରେକ୍ଟ କରିଛନ୍ତି ଟମ୍ ହାରପର୍ । ଫିଲ୍ମ ଆସନ୍ତା ଅଗଷ୍ଟ ୧୧ରେ ୪ଟି ଭାଷାରେ ରିଲିଜ ହେବାକୁ ଯାଉଛି । ନେଟଫ୍ଲିକ୍ସରେ ଏହା ରିଲିଜ ହେବ ।

