୪୧ ବର୍ଷରେ ପ୍ରିୟଙ୍କା ଚୋପ୍ରା

୪୧ ବର୍ଷରେ ପାଦ ଦେଳେ ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା । ଆଜି ପପୁଲାର ଆକ୍ଟଟ୍ରେସ ପ୍ରିୟଙ୍କା ଚୋପ୍ରାଙ୍କ ଜନ୍ମଦିନ ପ୍ରିୟଙ୍କା ୨୦୦୨ ମସିହାରେତାମିଲ ଫିଲ୍ମରୁ ତାଙ୍କର ଡେବ୍ୟୁ ଆରମ୍ଭ କରିଥିଲେ । ଫିଲ୍ମ ଥାମିଜାନରୁ ତାଙ୍କ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ। ପରେ ସେ ୨୦୦୩ ରେ ସନ୍ନି ଦେଓଲଙ୍କ ସହ ଫିଲ୍ମ ହିରୋ: ଲଭ ଷ୍ଟୋରୀ ଅଫ ଏ ସ୍ପାଏରେ ବଲିଉଡରେ ପାଦ ଥାପିଥିଲେ । ଏବେ ସେ ନିକ ଜୋନାସଙ୍କୁ ବିବାହ କରିବା ପରେ ସେ ବର୍ତ୍ତମାନ ଆମେରିକାରେ ରହି ଅନେକ ହଲିଉଡ ପ୍ରୋଜେକ୍ଟରେ କାମ କରୁଛନ୍ତି।

Post Views38 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!