ଶାଢିରେ କାଇଟ ବୋର୍ଡିଂ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏମିତି ଜଣେ ଦୁସାହାସିକ ମହିଳା ହେଲେ କାତ୍ୟା ସାଇନି । ଶାଢୀରେ କାଇଟ ବୋର୍ଡିଂ ସେତେଟା ସହଜ ନୁହେଁ । କିନ୍ତୁ ସାଇନି ତାହା କରି ଦେଖାଇଛନ୍ତି । ଶାଡି ପିନ୍ଧି ସମୁଦ୍ରରେ କାଇଟ ବୋର୍ଡିମ କରିଛନ୍ତି କାତ୍ୟା ସାଇନି । ଏନେଇ ସେ ସୋସିଆଲ ମିଡିଆରେ କାଇଟ ବୋର୍ଡିଂ ସମୟର ଫଟୋ ସେୟାର କରିଛନ୍ତି । ତେବେ କାତ୍ୟା ଜଣେ ସ୍କୁବା ଡାଇଭିଂ ମଧ୍ୟ କରନ୍ତି ସେ ପିଲାମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି । ତାଙ୍କର ଏଭଳି ସାହସିକତା କାମକୁ ସମସ୍ତେ ପ୍ରସଂଶ କରିଛନ୍ତି ।

