ମହାରାଷ୍ଟ୍ର ରାଇଗଡ଼ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା 22କୁ ବୃଦ୍ଧି

ମହାରାଷ୍ଟ୍ର ରାଇଗଡ଼ରେ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା 22କୁ ବୃଦ୍ଧି । ଏବେ ବି NDRFର ସର୍ଚ୍ଚ ଅପରେସନ ଜାରି ରହିଛି । ଲଗାଣ ବର୍ଷାରେ ଉଦ୍ଧାରକାର୍ଯ୍ୟ ପ୍ରଭାବିତ ହେଉଥିବା ବେଳେ ସତର୍କତାର ସହ ଚାଲିଛି କାମ । ଗତ ୧୯ ତାରିଖରେ ବିଳମ୍ବିତ ରାତିରେ ଖାଲାପୁର ତହସିଲ ଆଦିବାସୀଙ୍କ ଗାଁ ଇରସାଲୱାଡ଼ିରେ ଧସିଥିଲା ପାହାଡ଼ । ଗାଁର ୧୭ଟି ଘରେ ପାହାଡ଼ ଅତଡ଼ା ଖସିବା ଫଳରେ ପୁରା ଗାଁ ଛାରଖାର ହୋଇଯାଇଛି ।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!