ନେଟଫ୍ଲିକ୍ସରେ ପାସଓ୍ବାର୍ଡ ସେୟାରି ସିଷ୍ଟମ ବନ୍ଦ

ଆପଣ ଆପଣଙ୍କ ବନ୍ଧୁଙ୍କର ନେଟଫ୍ଲିକ୍ସ ଆଇଡି ବ୍ୟବହାର କରୁଛନ୍ତି କି । ଫିଲ୍ମ ଓ ସିରିଜ ଦେଖିବା ପାଇଁ ପାସଓ୍ବାର୍ଡ ଆଣି ବ୍ୟବହାର କରୁଛନ୍ତି କି  । ଏବେ ଆଉ ତାହା ହୋଇପାରିବ ନାହିଁ । ନେଟଫ୍ଲିକ୍ସ ଇଣ୍ଡିଆରେ ପାସଓ୍ବାର୍ଡ ସେୟାରି ସିଷ୍ଟମକୁ ହଟାଇଦେଇଛି । ଆପଣ ଯଦି କହାର ପାସଓ୍ବାର୍ଡ ଦେଇ ଆଇଡି ଖୋଲୁଛନ୍ତି ତେବେ ତାଙ୍କି ମେଲ ଆଇଡିରେ ଏକ ମେସେଜ ଯିବ । ଏନେଇ OTTପ୍ଲାଟଫର୍ମ ପଦକ୍ଷେପ ନେଇଛି ।ପୂର୍ବରୁ ଏନେଇ ଘୋଷଣା କରିଥିଲା ନେଟଫ୍ଲିକ୍ସ ।

 

Post Views67 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!