ଭାରତରେ ଉପଲବ୍ଧ ହେଲା ଚାଟ ଜିଟିପି ଆପ୍ । ଏବେ ଗୁଗୁଲ ପ୍ଲେଷ୍ଟୋରୁ ଆପ୍ଟି ଡାଉନଲେୋଡ କରିପାରିବେ ୟୁଜର୍ସ ।ChatGPT ମୋବାଇଲ୍ ଆପ୍ଲିକେସନ୍ ଶେଷରେ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହୋଇଛି ।IOS ସଂସ୍କରଣ ଲଞ୍ଚ ହେବାର ପ୍ରାୟ ଦୁଇ ମାସ ପରେ ଆଣ୍ଡ୍ରଏଡ୍ ଆପ୍ ଲଞ୍ଚ କରାଯାଇଥିଲା ।ଏହି ଆପ୍ ଆମେରିକା, ବାଂଲାଦେଶ ଏବଂ ବ୍ରାଜିଲରେ ଭଳି ଦେଶରେ ମଧ୍ୟ ଉପଲବ୍ଧ ହୋଇଛି ।ପୂର୍ବରୁ ଏହି ଆପ୍ କେବଳ iOS ବ୍ୟବହାରକାରୀଙ୍କ ପାଇଁ ସୀମିତ ଥିଲା, କିନ୍ତୁ ବର୍ତ୍ତମାନ ଲକ୍ଷ ଲକ୍ଷ ଆଣ୍ଡ୍ରଏଡ୍ ବ୍ୟବହାରକାରୀ ChatGPT ବ୍ୟବହାର କରି ଏହାର ଲାଭ ଉଠାଇବା ପାରିବେ । ଏହି ଆପ୍ ସମ୍ପୁର୍ଣ୍ଣ ମାଗଣା ଅଟେ। ଏହା ଏକ ବୃହତ ଲାଙ୍ଗୁଏଜ୍ ମଡେଲ-ଆଧାରିତ ଚାଟବଟ୍ ।

