ଆସୁଛି `ସାଇଲେନ୍ସ’ ପାର୍ଟ-2

 

ଆସୁଛି ଆକ୍ଟର ମନୋଜ ବାଜପେୟୀଙ୍କ ଫିଲ୍ମ  ସାଇଲେନ୍ସର ପାର୍ଟ ୨ । ଫିଲ୍ମର ସୁଟିଂ ଆରମ୍ଭ ହୋଇଛି। ସାଇଲେନ୍ସର  ପାର୍ଟ ଓ୍ବାନକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ । ଏହି ଚଳଚ୍ଚିତ୍ରରେ ମନୋଜ ବାଜପେୟୀ, ପ୍ରାଚୀ ଦେଶାଇ ଏବଂ ଅର୍ଜୁନ ମାଥୁର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ସାହିଲ ବୈଦ, ଭାକଭର, ବରଖା ସିଂ, ଶିରିଶ ଶର୍ମା, ସୋହିଲା କପୁର, ଅମିତ ଠାକୁର ଏବଂ ଗରିମା ୟାଗନିକ ମଧ୍ୟ ଅଭିନୟ କରିଥିଲେ। ଏବେ ପୁଣି ଥରେ ପାର୍ଟ ୨ରେ  ଏସିପି ଅବିନାଶଙ୍କ ଭୂମିକାରେ ନଜର ଆସିବେ ମନୋଜ । ପିଲ୍ମରେ ରହିବ ସସ୍‌ପେନ୍ସ ସହ ଥ୍ରିଲର୍‌  । ତେବେ ମନୋଜ ଆଗାମୀ ପିଲ୍ମକୁ ନେଇ ଉତ୍ସାହିତ ଥିବା କହିଛନ୍ତି । ପିଲ୍ମଟି G-5ରେ ରିଲିଜ ହେବ ।

Post Views54 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!