ଓଡ଼ିଶାର ୨୫ଟି ଷ୍ଟେସନ ପୁନଃନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର ୨୫ଟି ଷ୍ଟେସନଗୁଡ଼ିକର ଆଧୁନୀକରଣ ଓ ପୁନଃନିର୍ମାଣ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୬ତାରିଖରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶିଳାନ୍ୟାସ କରିବେ ।

ଓଡ଼ିଶାର ୨୫ଟି ସମେତ ସମଗ୍ର ଦେଶର ୨୬ଟି ରାଜ୍ୟର ମୋଟ ୫୦୮ଟି ଷ୍ଟେସନର ପୁନଃନିର୍ମାଣ ପାଇଁ ୨୪୪୭୦କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ କରାଯାଇଛି ।

ସେଗୁଡ଼ିକ ହେଲା- ସାକ୍ଷୀଗୋପାଳ, ମଂଚେଶ୍ୱର, ଢେଙ୍କାନାଳ, ଛତ୍ରପୁର, ଅନୁଗୋଳ, ପଲାସା, ମେରାମୁଣ୍ଡଳୀ, ବାଲୁଗାଁ, ଲିଙ୍ଗରାଜ ମନ୍ଦିର ରୋଡ୍, ତାଳଚେର ରୋଡ୍ , ଖୋର୍ଦ୍ଧା ରୋଡ୍, କଂଟାବାଞ୍ଜି, ବରଗଡ଼ ରୋଡ୍, ହୀରକୁଦ, ରେଢ଼ାଖୋଲ, ବରପାଲି, ମୁନିଗୁଡ଼ିା, ବଲାଙ୍ଗିର, ହରିଶଙ୍କର ରୋଡ୍, ମହାସାମୁଣ୍ଡ, ଭବାନୀପାଟଣା, ଖଡ଼ିଆର ରୋଡ୍ , ବିଜୟନଗରମ, ଦୁଭୁଦା ଓ ଦାମନଯୋଡ଼ି ଷ୍ଟେସନ ରହିଛି ।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!