Uncategorized ମାଟ୍ରିକ ସପ୍ଲିମେଣ୍ଟାରୀ ଫଳ ପ୍ରକାଶ adminApril 1, 2024 ଆସିଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ । ଏହାସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇଛି । ବୋର୍ଡ ୱେବସାଇଟରେ ଉପଲବ୍ଧ ହେଉଛି ରେଜଲ୍ଟ । ଏଚ.ଏସ.ସିରେ ମୋଟ୍ ୧୩ ଶହ ୧୦ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ୪୩୩ ଜଣ ପାସ୍ କରିଛନ୍ତି । ୩୬୦ ଜଣ ପରୀକ୍ଷାର୍ଥୀ ଦେଇନଥିଲେ । ସେହିପରି ମୁକ୍ତ ବିଦ୍ୟାଳୟର ୮ ହଜାର ୯୨୦ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ୬ ହଜାର ୭ଶହ ୭୮ ଜଣ ପାସ୍ କରିଛନ୍ତି । 76 Total Count
ଆଜିଠୁ ଭାରତ-ଓ୍ବେଷ୍ଟଇଣ୍ଡିଜ T-20 ଆଜିଠୁ ଭାରତ-ଓ୍ବେଷ୍ଟଇଣ୍ଡିଜ ଟି-ଟ୍ବେଣ୍ଟି ସିରିଜ। ଆଜି ପ୍ରଥମ ମ୍ୟାଚ ଖେଳାଯିବ । ଓ୍ବେଷ୍ଟଇଣ୍ଡିଜର ବ୍ରିୟାନଲାରା ଷ୍ଟାଡିୟମରେ ରାତି ୮ଟାରୁ ଖେଳ… April 1, 2024