ଦିଲ୍ଲୀ ଏମସରେ ଲାଗିଛି ଭୀଷଣ ନିଆଁ । ଏଣ୍ଡୋସ୍କୋପି ଓ୍ବାର୍ଡରେ ଭୟାବହ ଅଗ୍ନିକାଣ୍ଡ । ଏଣ୍ଡୋସ୍କୋପି ଓ୍ବାର୍ଡରେ ନିଆଁ ଲାଗିଛି । ଘଟଣାସ୍ଥଳରେ ଦମକଳବାହିନୀର ୮ଟି ଟିମ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି ।ନିଆଁ ଲାଗିବାର କାରଣ ଜଣାପଡିନାହିଁ ।
Related Posts
ଶ୍ରୀଲଙ୍କାରୁ ଭାରତ ପହଁରି ବିଶ୍ୱ ରେକର୍ଡ ସ୍ଥାପନ କରି ଇତିହାସ ସୃଷ୍ଟି କରିବେ ୭ ବର୍ଷୀୟ ଇଶାଙ୍କ
ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ଜଣେ ଛୋଟ ପିଲା ନିଜର ଅପାର ସାହସରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ସାତ ବର୍ଷୀୟ ଇଶାନ…
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଦେବେନ୍ଦ୍ର ଫଡନାବିସ
ମହାରାଷ୍ଟ୍ରରେ ତୃତୀୟ ଥର ପାଇଁ ଆଜି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡନାଭିସ୍ । ମୁମ୍ବାଇ ଆଜାଦ ମୈଦାନରେ…
ଅଯୋଧ୍ୟା ରାମ ମନ୍ଦିରକୁ ଉଡ଼ାଇ ଦେବାକୁ ପନ୍ନୁର ଧମକ
ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିବା ଭବ୍ୟ ରାମ ମନ୍ଦିରକୁ ଉଡ଼ାଇ ଦେବାକୁ ଧମକ ଦେଇଛି।…

