ଆକାଶପଥରେ ଯୋଡ଼ିହେବ କଳାହାଣ୍ଡି । ଉତ୍କେଲା ବିମାନବନ୍ଦରକୁ ମିଳିଲା ଲାଇସେନ୍ସ । ଉତ୍କେଲାରୁ ବିମାନ ଉଡିବା ପାଇଁ DGCA ଅନୁମତି ପ୍ରଦାନ କରିଛି । ଟ୍ବିଟ କରି କରି ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ଭବାନୀପାଟଣାରୁ ଭୁବନେଶ୍ବରକୁ ଖୁବଶୀଘ୍ର ବିମାନ ସେବା ଆରମ୍ଭ ହେବ । ଏହାଫଳରେ ଯୋଗାଯୋଗ, ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ର ସୁଦୃଢ ହେବ । ଗତମାସ DGCA ଟିମ୍ କଳାହାଣ୍ଡି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲା । ପୂର୍ବରୁ ଝାରସୁଗୁଡ଼ା, ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଓ ଜୟପୁରକୁ ବିମାନ ଯୋଗାଯୋଗ ବ୍ୟବସ୍ଥା ହୋଇଥିବାବେଳେ ଏବେ ଏହି ପର୍ଯ୍ୟାୟରେ ଯୋଡ଼ିହୋଇଛି ଭବନୀପାଟଣା ।
Related Posts
ଭରତପୁର ଥାନା କର୍ମଚାରୀଙ୍କ ନିର୍ଯାତନା ମାମଲା ଓ ମହୁଲପୁଞ୍ଜି ଘଟଣା ଉପରେ ଆମ୍ ଆଦମୀ ପାର୍ଟିର ଚାରି ଦଫା ଦାବିପତ୍ର
ଭରତପୁର ଥାନା କର୍ମଚାରୀଙ୍କ ନିର୍ଯାତନା ମାମଲା ଓ ମହୁଲପୁଞ୍ଜି ଘଟଣା ଉପରେ ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ପୋଲିସ ମହାନିର୍ଦ୍ଦେଶଙ୍କୁ ଆମ୍…
ବଦଳି ନିର୍ଦ୍ଦେଶ ପରେ ନୂଆ କାର୍ଯ୍ୟରେ ଯୋଗ ନଦେଲେ ବନ୍ଦ ହେବ ଦରମା
ବଦଳି ନିର୍ଦ୍ଦେଶ ପରେ ନୂଆ କାର୍ଯ୍ୟରେ ଯୋଗ ନଦେଲେ ବନ୍ଦ ହେବ ଦରମା। ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି…
ଆଜି ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ
ଆଜି ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଚଳଚଞ୍ଚଳ । କର୍ତ୍ତବ୍ୟ ପଥରେ ପତାକା…

