ରିଲିଜ ପୂର୍ବରୁ ରେକର୍ଡ

କିଙ୍ଗଖାନଙ୍କ ଯବାନକୁ ନେଇ ଏବେ ସବୁଠି କ୍ରେଜ୍‌ ।  ଆଡଭାନ୍ସ ବୁକିଂରେ ରେକର୍ଡ କରିଛି ଫିଲ୍ମ ଯବାନ । ଏବେସୁଦ୍ଧା ପ୍ରାୟ ୫ଲକ୍ଷ ଟିକେଟ ବୁକିଂ ହୋଇଛି । ଆଡଭାନ୍ସ ବୁକିଂରେ ୯ କୋଟି ରୋଜଗାର କରିଛି ଫିଲ୍ମ । ଓପନିଂ ଡେରେ ଫିଲ୍ମ ଶହେ କୋଟି ରୋଜଗାର କରିବା ଆଶା ରଖିଛନ୍ତି ମେକର୍ସ । ରେଡ୍ ଚିଲ୍ଲିଜ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଫିଲ୍ମ ଯବାନର ନିର୍ଦ୍ଦେଶନା ଦେଇଛନ୍ତି ମଟଲି କୁମାର । ଫିଲ୍ମରେ ଶାହରୁଖ ଖାନଙ୍କ ସମେତ ସାଉଥର ସୁପରଷ୍ଟାର ନୟନତାରା, ବିଜୟ ସେଥୁପତି, ସୁନୀଲ ଗ୍ରୋବର, ରିଧି ଡୋଗ୍ରା ପ୍ରମୁଖ ଅଭିନୟ କରିଛନ୍ତି ।ଏବେ କେବଳ ରିଲିଜକୁ ଅପେକ୍ଷା ।

Post Views23 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!