ଏସିଆନ୍ ଗେମ୍ସରେ ପୁଣି ଭାରତକୁ ସ୍ବର୍ଣ୍ଣ । ସ୍ବର୍ଣ୍ଣ ପଦକ ଜିତିଲେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ । ଶ୍ରୀଲଙ୍କାକୁ ପରାସ୍ତ କରି ମେଡାଲ ଜିତିଲେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ । ଫାଇନାଲରେ ରନରେ ହାରିଲା ଶ୍ରୀଲଙ୍କା
Related Posts
୩୮ବର୍ଷ ବୟସରେ ବିଶ୍ବର ନମ୍ବର-୧ ବ୍ୟାଟର ହେଲେ ରୋହିତ୍
ଟିମ୍ ଇଣ୍ଡିଆର ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଏବେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୩୮ ବର୍ଷ ବୟସରେ,…
କ୍ରିକେଟ ପ୍ରେମୀଙ୍କ ବଢୁଛି ଉତ୍ସାହ, ୨୫ ବର୍ଷ ପରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ
ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଦୁବାଇରେ ଖେଳାଯିବ ହାଇଭୋଲଟେଜ୍ ମ୍ୟାଚ୍ । ରବିବାର ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଚମ୍ପିଆନ୍ସ ଟ୍ରଫି…
୨୪ କୋଟି ୭୫ ଲକ୍ଷ ଟଙ୍କାରେ ବିକ୍ରି ହେଲେ ମିଚେଲ ଷ୍ଟାର୍କ
IPL ୨୦୨୪ ପାଇଁ ଖେଳାଳି ନିଲାମୀରେ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କରିଛନ୍ତି IPLର ବିଭିନ୍ନ ଦଳ । କମିନ୍ସଙ୍କୁ…

