ଏସିଆନ ଗେମ୍ସରେ ଭାରତକୁ ମିଳିଛି ପ୍ରଥମ ସ୍ବର୍ଣ୍ଣ । ୧୦ ମିଟର ଏୟାର ରାଇଫଲ୍ସ ଟିମ୍ ଜିତିଛି ଗୋଲ୍ଡ ମେଡାଲ । ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର, ରୁନ୍ଦ୍ରକେଶ ପାଟିଲ ଓ ଦିବ୍ୟାଂଶ ସିଂଙ୍କ ମିଳିତ ପ୍ରୟାସରେ ଭାରତକୁ ଆଣି ଦେଇଛନ୍ତି ଏହି ସଫଳତା । ରୋଇଂରେ ମଧ୍ୟ ଭାରତକୁ ପଦକ ମିଳିଛି । ରୋଇଂରେ ବ୍ରୋଞ୍ଜ ମେଡାଲ ହାସଲ କରିଛି ଭାରତ । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୮ରେ ପହଞ୍ଚିଛି ।
Related Posts
ଶ୍ରେଷ୍ଠ କ୍ରୀଡ଼ାବିତ୍ ଭାବେ ପୁରସ୍କାର ପାଇଲେ ଅନିମେଶ କୁଜୁର
ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଆଜି ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନେକ…
ଦିବ୍ୟା ଦେଶମୁଖ ହେଲେ ବିଶ୍ବ ଚେସ୍ ଚାମ୍ପିୟନ
ମହିଳା ଚେସ୍ ବିଶ୍ୱକପର ଫାଇନାଲ ମ୍ୟାଚ୍ରେ, ଦିବ୍ୟା ଦେଶମୁଖ ଗ୍ରାଣ୍ଡମାଷ୍ଟର ଏବଂ ନିଜ ଦେଶର କୋନେରୁ ହମ୍ପିଙ୍କୁ ପରାସ୍ତ କରି…
୧୨୮ ବର୍ଷ ପରେ ୨୦୨୮ ଅଲିମ୍ପିକ୍ସରେ ପ୍ରତ୍ୟାବର୍ତ୍ତନ କରିବ କ୍ରିକେଟ୍
୨୦୧୮ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟ୍କୁ ସାମିଲ କରାଯାଉଛି । ୧୨୮ ବର୍ଷ ପରେ କ୍ରିକେଟ୍ ଅଲିମ୍ପିକ୍ସରେ ପ୍ରତ୍ୟାବର୍ତ୍ତନ କରିବାକୁ…

