ଶୁଭେଚ୍ଛା ରାଘବ-ପରିଣିତୀ

ହାତ କୁ ଦି ହାତ ହେଲେ ରାଘବ-ପରିଣିତୀ । ରାଜସ୍ଥାନର ଉଦୟପୁରରେ ଥିବା ଦ ଲିଲା ପ୍ୟାଲେସ୍ରେ ରାଜକୀୟ ଠାଣିରେ ହୋଇଛି ପରିଣିତି ଚୋପ୍ରାଙ୍କ ବିବାହ । ଗତକାଲି ସାତ ଫେରା ନେବା ପରେ ଆଜି ଉଭୟ ଅଫିସିଆଲି ନିଜ ବିବାହ ଫଟୋ ଇନଷ୍ଟାଗ୍ରାମ୍ରେ ଅପଲୋଡ କରିଛନ୍ତି। ଏଥିରେ ଉଭୟ ମ୍ୟାଚିଙ୍ଗ ଆଉଟଫିଟ୍ରେ ନଜର ଆସିଛନ୍ତି । ବାହ ବନ୍ଧନରେ ଆବଦ୍ଧ ହେବା ପରେ ଏବେ ଏହି ସେଲିବ୍ରିଟି କପଲ ଦିଲ୍ଲୀ ଓ ମୁମ୍ବାଇରେ ଗ୍ରାଣ୍ଡ ରିସେପସନ ଦେବେ ବୋଲି ଜଣାଯାଇଛି। ଦିଲ୍ଲୀର ରିସେପସନ୍ ପାର୍ଟିରେ ବଡ଼ ବଡ଼ ରାଜନେତା ସାମିଲ ହେବେ। ସେହିପରି ବଲିଉଡ ସେଲିବ୍ରିଟିଙ୍କ ପାଇଁ ମୁମ୍ବାଇରେ ହେବ ଗ୍ରାଣ୍ଡ ରିସେପସନ୍ ପାର୍ଟି।

 

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!