୬ କୋଟି ଟଙ୍କା ବ୍ୟୟ ବରାଦ ଇଣ୍ଡୋର ଷ୍ଟାଡିୟମର ଉଦଘାଟନ

ଲକ୍ଷ୍ମୀସାଗରରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଓଡିଶା ଟେବୁଲ ଟେନିସ ଏକାଡେମୀ ଏବଂ ୨୯ତମ ରାଜ୍ୟ ଟେବୁଲ ଟେନିସ ଚମ୍ପିୟାନସିପ-୨୦୨୩ର ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମେୟର ସୁଲୋଚନା ଦାସ ଏବଂ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

କ୍ରୀଡ଼ାକୁ ସର୍ବଦା ଗୁରୁତ୍ବ ଦେବା ସହ ରାଜ୍ୟରେ କ୍ରୀଡ଼ାର ବିକାଶ ଦିଗରେ ଗୁରୁତ୍ବ ଦେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ ସାଧାରଣରେ ସବୁବେଳେ ପ୍ରଂଶସା ମଧ୍ୟ କରାଯାଇଛି ।ଏହି ଷ୍ଟାଡିୟମ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ପକ୍ଷରୁ ୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!