ଦିଲ୍ଲୀରେ ଆସନ୍ତା ୯ରୁ ୧୮ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ । ଦିଲ୍ଲୀ ପ୍ରଦୂଷଣର ମାତ୍ରା ରୋକିବା ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ପଞ୍ଜାବ,ଦିଲ୍ଲୀ,ଉତ୍ତରପ୍ରଦେଶ ଓ ରାଜସ୍ଥାନକୁ ନଡା ନଜାଳିବା ପାଇଁ ନିର୍ଦେଶ ଦେଇଥିଲେ । ଗତକାଲି ଦିଲ୍ଲୀ ସମେତ ଏହାର ପଡୋଶୀ ରାଜ୍ୟରେ ଦୀପାବଳିରେ ବାଣ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି । ଏଥି ସହିତ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ହଟସ୍ପଟ ସ୍ଥାନଗୁଡ଼ିକରେ ସଫେଇ କାର୍ଯ୍ୟ , କାନ୍ନଟ ପ୍ଲେସରେ ୨୮କୋଟିର ସ୍ମଗ ଟାୱାର ସ୍ଥାପନ, ଧୂଳି କମ୍ କରିବା ପାଉଡର ସହିତ ବ୍ୟାପକ ଜଳ ସିଞ୍ଚନ କରାଯାଉଛି ।
Related Posts
ଜାମିନ ଆବେଦନ ଉପରେ ଶୁଣାଣି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ଜେଲରେ ଥିବା କେଜ୍ରିୱାଲ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ଦିଲ୍ଲୀ ମଦ ନୀତି ଦୁର୍ନୀତିରେ…
ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡାଦେଶ
ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡାଦେଶ ଘୋଷଣା କଲେ ଗାନ୍ଧିନଗର କୋର୍ଟ । ୨୦୧୩ ଦୁଷ୍କର୍ମ ମାମଲାରେ ଦଣ୍ଡ…
ମହଙ୍ଗା ହେଲା ଟ୍ରେନ୍ ଯାତ୍ରା, ବଢିଲା ଟିକେଟ୍
ନୂଆ ବର୍ଷ ପୂର୍ବରୁ କେନ୍ଦ୍ର ସରକାର ଟ୍ରେନ୍ ଭଡା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଡିସେମ୍ବର ୨୬ରୁ…

